India Languages, asked by Wafeeqah5841, 9 months ago

ରଚନା- ବିଜ୍ଞାନର ଉପକାରିତା ଓ ଅପକାରିତା​...pls answer like paragraphs...5 paragraphs..pls ....

Answers

Answered by Saratchandragarnayak
6

Explanation:

ଉପକ୍ରମ:-

ଉପକ୍ରମ:- ମଣିଷ ତାର ବିଭିନ୍ନ ଚାହିଦା ପୂରଣ କରିବାପାଇଁ ବିଜ୍ଞାନର ସାହାର୍ଯ୍ୟ ନେଉଛି।ବୈଜ୍ଞାନିକମାନେ ବହୁ ଜିନିଷ ଉଦ୍ଭାବନ କଲେଣି।ନୂତନ ଜିନିଷମାନ ପାଇବା ଆଶାରେ ଏବେବି ସେମାନେ ଗବେଷଣାରତ।ସବୁ କ୍ଷେତ୍ରରେ ବିଜ୍ଞାନର ଅଖଣ୍ଡ ପ୍ରଭାବ ଯୋଗୁଁ ଏଯୁଗକୁ ବିଜ୍ଞାନର ଯୁଗ ବୋଲି କୁହାଯାଉଛି

ଉପକ୍ରମ:- ମଣିଷ ତାର ବିଭିନ୍ନ ଚାହିଦା ପୂରଣ କରିବାପାଇଁ ବିଜ୍ଞାନର ସାହାର୍ଯ୍ୟ ନେଉଛି।ବୈଜ୍ଞାନିକମାନେ ବହୁ ଜିନିଷ ଉଦ୍ଭାବନ କଲେଣି।ନୂତନ ଜିନିଷମାନ ପାଇବା ଆଶାରେ ଏବେବି ସେମାନେ ଗବେଷଣାରତ।ସବୁ କ୍ଷେତ୍ରରେ ବିଜ୍ଞାନର ଅଖଣ୍ଡ ପ୍ରଭାବ ଯୋଗୁଁ ଏଯୁଗକୁ ବିଜ୍ଞାନର ଯୁଗ ବୋଲି କୁହାଯାଉଛିଉପକାରିତା:-

ଉପକ୍ରମ:- ମଣିଷ ତାର ବିଭିନ୍ନ ଚାହିଦା ପୂରଣ କରିବାପାଇଁ ବିଜ୍ଞାନର ସାହାର୍ଯ୍ୟ ନେଉଛି।ବୈଜ୍ଞାନିକମାନେ ବହୁ ଜିନିଷ ଉଦ୍ଭାବନ କଲେଣି।ନୂତନ ଜିନିଷମାନ ପାଇବା ଆଶାରେ ଏବେବି ସେମାନେ ଗବେଷଣାରତ।ସବୁ କ୍ଷେତ୍ରରେ ବିଜ୍ଞାନର ଅଖଣ୍ଡ ପ୍ରଭାବ ଯୋଗୁଁ ଏଯୁଗକୁ ବିଜ୍ଞାନର ଯୁଗ ବୋଲି କୁହାଯାଉଛିଉପକାରିତା:- ବିଜ୍ଞାନ ଆମର ବହୁତ କାମରେ ଲାଗିପାରୁଛି।ଚାଷ କାର୍ଯ୍ୟରେ ସାହାର୍ଯ୍ୟ କରି ଖାଦ୍ୟବସ୍ତୁ ଯୋଗାଇବାରେ ବିଶିଷ୍ଟ ଭୂମିକା ଗ୍ରହଣ କରୁଛି।ଚାଷ ପାଇଁ ବିଜ୍ଞାନ କଳ-ଲଙ୍ଗଳ ଦେଇଛି।ବିହନ ବୁଣିବା,ଜଳ ସେଚନ କରିବା ଓ ଶସ୍ୟ ଅମଳ କରିବା ପାଇଁ ବିଭିନ୍ନ ଯନ୍ତ୍ର ବାହାରିଛି।ପାଣିପାଗର ସୂଚନା ଦେବା ପାଇଁ ବିଭିନ୍ନ ଯନ୍ତ୍ର ବାହାରିଛି। ଚିକିତ୍ସା କ୍ଷେତ୍ରରେ ସାହାର୍ଯ୍ୟ ପାଇଁ ବିଭିନ୍ନ ଯନ୍ତ୍ର ଓ ଔଷଧ ଆମକୁ ବିଜ୍ଞାନ ଦେଇଛି।ଗମନାଗମନ ସୁବିଧା ନିମିତ୍ତ ଜାହାଜ,ଉଡାଯାହାଜ,ରେଳଗାଡି,ବସ ଓ ସାଇକେଲ ଆଦି ନିର୍ମାଣ କରାଯାଇଛି।ଆମେ କମ ସମୟରେ ବିଭିନ୍ନ ସ୍ଥାନରେ ପହଞ୍ଚିପାରୁଛୁ।ଶିକ୍ଷାର ଉନ୍ନତି ପାଇଁ ମୁଦ୍ରଣ ଯନ୍ତ୍ର ସାହାର୍ଯ୍ୟରେ ପୁସ୍ତକ,ପତ୍ରପତ୍ରିକା ଓ ଖବରକାଗଜ ମୁଦ୍ରିତ ହେଉଛି।କାଗଜ,କଲମ ଓ ଅନ୍ୟାନ୍ୟ ଶିକ୍ଷା ଉପକରଣ ଆମେ ବିଜ୍ଞାନ ବଳରେ ପାଇଛେ।ବିଦ୍ୟୁତ ଶକ୍ତି ଘରକୁ ଆଲୋକିତ କରୁଛି।ଏହା ସାହାର୍ଯ୍ୟରେ ପଙ୍ଖା ବୁଲୁଛି ଓ ରନ୍ଧନକାର୍ଯ୍ୟ ହୋଇପାରୁଛି।ମନୋରଞ୍ଜନ ପାଇଁ ରେଡ଼ିଓ,ଟେଲିଭିଜନ ଓ ଚଳଚିତ୍ର ଉଦ୍ଭାବନ କରିଛି।ଟେଲିଫୋନ,ଟେଲିଗ୍ରାମ ଓ ଟେଲିପ୍ରିଣ୍ଟର ସହାର୍ଯ୍ୟରେ ଖୁବ ଶୀଘ୍ର ସମ୍ବାଦ ପ୍ରେରଣ କରାଯାଇପାରୁଛି।ବିଜ୍ଞାନ ସାହାର୍ଯ୍ୟରେ ମଣିଷ ମହାକାଶ ଗବେଷଣାରେ ସଫଳତା ହାସଲ କରିପାରୁଛି/

ଅପକାରିତା:-

ଅପକାରିତା:- ବିଜ୍ଞାନ ମାନବର ଉପକାର ସାଧନ କରିବା ସଙ୍ଗେସଙ୍ଗେ ଅପକାର ମଧ୍ୟ କରୁଛି।ଯୁଦ୍ଧରେ ବ୍ୟବହାର କରାଯିବା ପାଇଁ ଟ୍ୟାଙ୍କ ଓ ବୋମାବର୍ଷୀ ବିମାନ ନିର୍ମାଣ କରାଯାଇଛି।ପରମାଣୁ-ବୋମା ଓ ହାଇ

ଅପକାରିତା:- ବିଜ୍ଞାନ ମାନବର ଉପକାର ସାଧନ କରିବା ସଙ୍ଗେସଙ୍ଗେ ଅପକାର ମଧ୍ୟ କରୁଛି।ଯୁଦ୍ଧରେ ବ୍ୟବହାର କରାଯିବା ପାଇଁ ଟ୍ୟାଙ୍କ ଓ ବୋମାବର୍ଷୀ ବିମାନ ନିର୍ମାଣ କରାଯାଇଛି।ପରମାଣୁ-ବୋମା ଓ ହାଇଡ୍ର ଜେନ-ବୋମା ଆଦି ମାରଣାସ୍ତ୍ର ବାହାରିଛି। ଏଗୁଡିକ ପ୍ରୟୋଗ କଲେ ମାନବ ସମାଜ ଧୂଁସ ହୋଇଯିବ।ଜାପାନ ଦେଶର ହିରୋ ସୀମା ଓ ନାଗାସାକରେ ବୋମା ପଡି ବହୁ ଧନଜୀବନ କ୍ଷୟ ହୋଇଥିଲା।ଯେଉଁମାନେ ବଞ୍ଚିଯାଇଥିଲେ ସେମାନେ ବିକଳାଙ୍ଗ ଓ ରୋଗଗ୍ରସ୍ତ ହେଲେ।ଏହାର ଫଳ ଏତେ ମାରାତ୍ମକ ହେଲାଯେ ତାର କୁପ୍ରଭାବ ସେମାନଙ୍କର ବଂଶଧରମାନଙ୍କ ଠାରେ ମଧ୍ୟ ପ୍ରକାଶ ପାଉଛି।ଚୋର ଓ ଖଳ ପ୍ରକୃତିର ଲୋକମାନେ ହାତବୋମା ଓ ବନ୍ଧୁକ ସହାର୍ଯ୍ୟରେ ନାନା ବିଭ୍ରାଟ ସୃଷ୍ଟି କରୁଛନ୍ତି।ଯନ୍ତ୍ରଶିଳ୍ପର ବିକାଶ ଯୋଗୁ ମଣିଷ ଆଜି ଶ୍ରମକାତର ହୋଇପଡିଛି।ସେ ଆଳସ୍ୟ ପରାୟଣ ହୋଇପଡିଛି।

ଅପକାରିତା:- ବିଜ୍ଞାନ ମାନବର ଉପକାର ସାଧନ କରିବା ସଙ୍ଗେସଙ୍ଗେ ଅପକାର ମଧ୍ୟ କରୁଛି।ଯୁଦ୍ଧରେ ବ୍ୟବହାର କରାଯିବା ପାଇଁ ଟ୍ୟାଙ୍କ ଓ ବୋମାବର୍ଷୀ ବିମାନ ନିର୍ମାଣ କରାଯାଇଛି।ପରମାଣୁ-ବୋମା ଓ ହାଇଡ୍ର ଜେନ-ବୋମା ଆଦି ମାରଣାସ୍ତ୍ର ବାହାରିଛି। ଏଗୁଡିକ ପ୍ରୟୋଗ କଲେ ମାନବ ସମାଜ ଧୂଁସ ହୋଇଯିବ।ଜାପାନ ଦେଶର ହିରୋ ସୀମା ଓ ନାଗାସାକରେ ବୋମା ପଡି ବହୁ ଧନଜୀବନ କ୍ଷୟ ହୋଇଥିଲା।ଯେଉଁମାନେ ବଞ୍ଚିଯାଇଥିଲେ ସେମାନେ ବିକଳାଙ୍ଗ ଓ ରୋଗଗ୍ରସ୍ତ ହେଲେ।ଏହାର ଫଳ ଏତେ ମାରାତ୍ମକ ହେଲାଯେ ତାର କୁପ୍ରଭାବ ସେମାନଙ୍କର ବଂଶଧରମାନଙ୍କ ଠାରେ ମଧ୍ୟ ପ୍ରକାଶ ପାଉଛି।ଚୋର ଓ ଖଳ ପ୍ରକୃତିର ଲୋକମାନେ ହାତବୋମା ଓ ବନ୍ଧୁକ ସହାର୍ଯ୍ୟରେ ନାନା ବିଭ୍ରାଟ ସୃଷ୍ଟି କରୁଛନ୍ତି।ଯନ୍ତ୍ରଶିଳ୍ପର ବିକାଶ ଯୋଗୁ ମଣିଷ ଆଜି ଶ୍ରମକାତର ହୋଇପଡିଛି।ସେ ଆଳସ୍ୟ ପରାୟଣ ହୋଇପଡିଛି।ଉପସଂହାର:-

ଅପକାରିତା:- ବିଜ୍ଞାନ ମାନବର ଉପକାର ସାଧନ କରିବା ସଙ୍ଗେସଙ୍ଗେ ଅପକାର ମଧ୍ୟ କରୁଛି।ଯୁଦ୍ଧରେ ବ୍ୟବହାର କରାଯିବା ପାଇଁ ଟ୍ୟାଙ୍କ ଓ ବୋମାବର୍ଷୀ ବିମାନ ନିର୍ମାଣ କରାଯାଇଛି।ପରମାଣୁ-ବୋମା ଓ ହାଇଡ୍ର ଜେନ-ବୋମା ଆଦି ମାରଣାସ୍ତ୍ର ବାହାରିଛି। ଏଗୁଡିକ ପ୍ରୟୋଗ କଲେ ମାନବ ସମାଜ ଧୂଁସ ହୋଇଯିବ।ଜାପାନ ଦେଶର ହିରୋ ସୀମା ଓ ନାଗାସାକରେ ବୋମା ପଡି ବହୁ ଧନଜୀବନ କ୍ଷୟ ହୋଇଥିଲା।ଯେଉଁମାନେ ବଞ୍ଚିଯାଇଥିଲେ ସେମାନେ ବିକଳାଙ୍ଗ ଓ ରୋଗଗ୍ରସ୍ତ ହେଲେ।ଏହାର ଫଳ ଏତେ ମାରାତ୍ମକ ହେଲାଯେ ତାର କୁପ୍ରଭାବ ସେମାନଙ୍କର ବଂଶଧରମାନଙ୍କ ଠାରେ ମଧ୍ୟ ପ୍ରକାଶ ପାଉଛି।ଚୋର ଓ ଖଳ ପ୍ରକୃତିର ଲୋକମାନେ ହାତବୋମା ଓ ବନ୍ଧୁକ ସହାର୍ଯ୍ୟରେ ନାନା ବିଭ୍ରାଟ ସୃଷ୍ଟି କରୁଛନ୍ତି।ଯନ୍ତ୍ରଶିଳ୍ପର ବିକାଶ ଯୋଗୁ ମଣିଷ ଆଜି ଶ୍ରମକାତର ହୋଇପଡିଛି।ସେ ଆଳସ୍ୟ ପରାୟଣ ହୋଇପଡିଛି।ଉପସଂହାର:- ବିଜ୍ଞାନ ମାନବସେବା ପାଇଁ ବହୁ ଜିନିଷ ଦାନକରିଛି।ମଣିଷ ଯଦି ସେଗୁଡିକର ଠିକ ବ୍ୟବହାର ନକରେ ତେବେ ପରିଣତି ଭୟାବହ ହେବ।ବିଜ୍ଞାନକୁ ମହତ କାର୍ଯ୍ୟରେ ବିନିଯୋଗ କରିବା ଉଚିତ।ଦେଖାଯାଉଛି ଯେ ମାନବ ବିଜ୍ଞାନ ଉପରେ ସମ୍ପୂର୍ଣ ନିର୍ଭରଶୀଳ। ତେଣୁ ସାମାନ୍ୟ ବୈଜ୍ଞାନିକ ସହାୟତା ନପାଇଲେ ସେ ଚିନ୍ତିତ ହୋଇ ପଡୁଛି।ମାରଣାସ୍ତ୍ର ଗୁଡିକର ଉଦ୍ଭାବନ ଆଜି ପୃଥିବୀରେ ଯୁଧ୍ୟର ଆଶଙ୍କା ସୃଷ୍ଟିକରୁଛି।ବିଜ୍ଞାନ ବିଶ୍ୱସ୍ତ ଭୃତ୍ୟ ପରି କାର୍ଯ୍ୟ କରେ।କିନ୍ତୁ ତାକୁଯଦି ମାଲିକର ମର୍ଯ୍ୟାଦା ଦିଆଯାଏ,ତେବେ ସେ କଲ୍ୟାଣ ସାଧନ କରିବା ପରିବର୍ତ୍ତେ ଅଶେଷ କ୍ଷତି ସାଧନ କରେ।ତେଣୁ ମାନବ ସମାଜ ଏଥିପ୍ରତି ସତର୍କ ଦୃଷ୍ଟି ରଖିଲେ ପୃଥିବୀ ଧୂଁସମୂଖରୁ ରକ୍ଷା ପାଇବା ସଙ୍ଗେସଙ୍ଗେ ଶାନ୍ତିର ବାତାବରଣ ସୃଷ୍ଟି ହୋଇପାରନ୍ତା।ବିଜ୍ଞାନର ଅବଦାନ ଆମପ୍ରତି ଅଭିଶାପ ନହୋଇ ଆଶୀର୍ବାଦ ପରି କାର୍ଯ୍ୟ କରିବା ଉଚିତ।

Similar questions