English, asked by Pragyanpragyeswar, 1 year ago

write six word in Oriya and five lines

Answers

Answered by Reyansh05
12
hey mate.........


ଓଡ଼ିଆ (ଇଂରାଜୀ ଭାଷାରେ Odia /əˈdiːə/ or Oriya /ɒˈriːə/,) ଏକ ଭାରତୀୟ ଭାଷା ଯାହା ଏକ ଇଣ୍ଡୋ-ଇଉରୋପୀୟ ଭାଷାଗୋଷ୍ଠୀ ଅନ୍ତର୍ଗତ ଇଣ୍ଡୋ-ଆର୍ଯ୍ୟ ଭାଷା । ଏହା ଭାରତ ଦେଶର ଓଡ଼ିଶା ପ୍ରଦେଶରେ ସର୍ବାଧିକ ବ୍ୟବ‌ହାର କରାଯାଉଥିବା ମୁଖ୍ୟ ସ୍ଥାନୀୟ ଭାଷା ଯାହା ୮୦ % ଲୋକ ବ୍ୟବ‌ହର କରନ୍ତି ।[୧] ଓଡ଼ିଶା ସମେତ ଏହା ପଶ୍ଚିମ ବଙ୍ଗ, ଛତିଶଗଡ଼, ଝାଡ଼ଖଣ୍ଡ, ଆନ୍ଧ୍ର ପ୍ରଦେଶ ଓ ଗୁଜରାଟ (ମୂଳତଃ ସୁରଟ[୨])ରେ କୁହାଯାଇଥାଏ । ଏହା ଓଡ଼ିଶାରପ୍ରଶାସନିକ ଭାଷା । ଏହା ଭାରତର ସମ୍ବିଧାନ ସ୍ଵିକୃତୀପ୍ରାପ୍ତ ୨୨ଟି ଭାଷା ମଧ୍ୟରୁ ଗୋଟିଏ ଓ ଝାଡ଼ଖଣ୍ଡର ୨ୟ ପ୍ରଶାସନିକ ଭାଷା ।[୩][୪][୫][୬][୭][୮] ଓଡ଼ିଆ ଷଷ୍ଠ ଭାରତୀୟ ଭାଷା ଭାବରେ ଏକ ସ୍ୱତନ୍ତ୍ର ଓ ଅନ୍ୟ ଭାଷାଦ୍ୱାରା ପ୍ରଭାବିତ ହୋଇ ନ‌ ଥିବା ଭାଷା ଭାବରେ ଶାସ୍ତ୍ରୀୟ ଭାଷାର ମାନ୍ୟତା ପାଇଛି ।[୯][୧୦][୧୧][୧୨][୧୩][୧୪]


pls mark brainlist answer

PrAbHuDuTt11: (^^)
PrAbHuDuTt11: bye
PrAbHuDuTt11: take care
PrAbHuDuTt11: (^^)
Pragyanpragyeswar: sorry please follow
Pragyanpragyeswar: me
Pragyanpragyeswar: please please please please please please please please please please please please please please please please please please please please please please please please please please please please please please please please please please please please please please please please please please please
Answered by swayamshree1132
0

Answer:

please मे नहीं करश्ता आप प्रश्न का उतर दीजिए हिन्दी में उतर

Similar questions