ମେଘମାଳ କିପରି ଭାବରେ ବର୍ଷା କରେ?
Answers
Answered by
2
ଅମ୍ଳଜାନ ଏବଂ ଅମ୍ଳଜାନ ସମ୍ବନ୍ଧୀୟ ଯନ୍ତ୍ରପାତିର ଆମଦାନୀ ଶୁଳ୍କ ଆସନ୍ତା ତିନିମାସ ପାଇଁ ଛାଡ କରାଯାଇଛି । ଏଥିସହ ସ୍ୱାସ୍ଥ୍ୟ ସେସ୍ ଆଦାୟ ନ କରିବାକୁ ନିଷ୍ପତ୍ତି ନେଇଛି କେନ୍ଦ୍ର ସରକାର । ଏହିସବୁ ଉପକରଣଗୁଡ଼ିକର କଷ୍ଟମ୍ କ୍ଲିୟରାନ୍ସ ନିଶ୍ଚିତ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜସ୍ୱ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ବ୍ୟତୀତ ସରକାର ଆସନ୍ତା ତିନିମାସ ପାଇଁ କରୋନା ଟିକା ଆମଦାନୀ ଉପରେ ଆମଦାନୀ ଶୁଳ୍କ ଛାଡ କରିବାକୁ ମଧ୍ୟ ନିଷ୍ପତ୍ତି ନେଇଛନ୍ତି ।
Similar questions