India Languages, asked by Mahaprasasad, 6 months ago

କୃତିଗୁଡ଼ିକ ସେହିପରି ଜନପ୍ରିୟ ଭକ୍ତିରସାତ୍ମକ ଗ୍ରଛଭାବରେ ସୁବିଖ୍ୟାତ । ଅଷ୍ଟାଦଶ ଶତାବ୍ଦୀରେ ଓଡ଼ିଆ
ରଖି ଯୁଗସ୍ରଷ୍ଟା ଉପେନ୍ଦ୍ର ଭଞ୍ଜଙ୍କ ହାତରେ ଏକ ପରିବର୍ତ୍ତିତ ଆଭିମୁଖ୍ୟ ଗ୍ରହଣ କରିଥିଲେ ମଧ୍ୟ ଏ ଯୁଗର
ନ୍ୟୁ ସାମନ୍ତସିଂହାର, କବିସୂର୍ଯ୍ୟ ବଳଦେବ ରଥ, କବି ଗୋପାଳକୃଷ୍ଣ, କବି ଭକ୍ତଚରଣ ପ୍ରମୁଖଙ୍କର କ
ତ୍ୟର ସମୃଦ୍ଧିର ଇତିହାସରେ କମ୍ ଗୁରୁତ୍ଵପୂର୍ଣ୍ଣ ନୁହେଁ ।
ଅଷ୍ଟାଦଶ ଶତାବ୍ଦୀର ପ୍ରଥମାର୍ଦ୍ଧରେ କବି ଭକ୍ତଚରଣ ଦାସ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ସାନପଦର ଗ୍ରା
ଅଲେ । ସେ ବାଲ୍ୟକାଳରେ ବୈରାଗୀଚରଣ ଦାସ ନାମରେ ପରିଚିତ ଥିଲେ । ବୈଷ୍ଣବ ଧର୍ମ ଦୀକ୍ଷା ଗ୍ରହଣ
ଚରଣ ଦାସ ନାମରେ ପରିଚିତ ହେଲେ । ରୀତିଯୁଗର ଅନ୍ୟତମ ପ୍ରସିଦ୍ଧ ବୈଷ୍ଣବ କବି ଭାବରେ ଓଡ଼ିଶା
ଚରଣ ଯେ କେବଳ ଜଣେ ବୈଷ୍ଣବ କବି ଥିଲେ ତାହା ନୁହେଁ, ଜଣେ ଦକ୍ଷ ଆୟୁର୍ବେଦ ଚିକିତ୍ସକ ଭାବେ
ନ କରିଥିଲେ । ତାଙ୍କର ସାରସ୍ବତ ସୃଷ୍ଟିସରସହ ଦୁଇଖଣ୍ଡି ବୈଦ୍ୟଶାସ୍ତ୍ର, ତାଙ୍କୁ ଜଣେ ଦକ୍ଷ ଚିକିତ୍ସାବିତ୍ରର
। ଗୋପମଙ୍ଗଳ, ମନଃ ଶିକ୍ଷା, କଳାକଳେବର ଚଉତିଶା, ମନବୋଧ ଚଉତିଶା ଆଦି କବି
ନା ହେଲେ ହେଁ କବିଙ୍କର ‘ମଥୁରା ମଙ୍ଗଳ’ କାବ୍ୟ ଓଡ଼ିଶାର ରସିକ ପାଠକମାନଙ୍କ ନିକଟରେ ବି
ରଛି । କବିଙ୍କର ‘ମନବୋଧ ଚଉତିଶା' ର ପସମୂହ ଏପରି ତତ୍ତ୍ୱପୂର୍ଣ୍ଣ ଯେ ତାହା ମାୟାମୋହଗ୍ରସ୍ତ ମ
ରେ ଯଥାର୍ଥ ଶିକ୍ଷାଦାନ କରିବାକୁ ସମର୍ଥ ହୋଇଥାଏ । ସଂସାର ଜଞ୍ଜାଳଗ୍ରସ୍ତ ମାନବର ମନକୁ ଆଧାମି
ବୃଦ୍ଧ କରିବାପାଇଁ ଏହି ବୈଷ୍ଣବ କବିଙ୍କ ରଚନାବଳୀ ଓଡ଼ିଆ ଭାଷା ସାହିତ୍ୟରେ ସ୍ୱତନ୍ତ୍ର ମର୍ଯ୍ୟାଦାର ଅର୍ଥ​

Answers

Answered by Anonymous
36

Answer:

ନୂଆଦିଲ୍ଲୀ, (ଓଡିଶା ଟାଇମ୍) :ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଭାରତରେ ପ୍ରସ୍ତୁତ ହେଉଥିବା କରୋନା ଟୀକା ସଂପର୍କରେ ସମୀକ୍ଷା କରିବେ। ଭାରତରୋ କରୋନା ଟିକା ପ୍ରସ୍ତୁତ କରୁଥିବା ୩ଟି ଫାର୍ମ ଜିଡସ୍ କାଡିଲା, ଭାରତ ବାୟୋଟେକ୍ ଓ ସେରମ୍ ଇନଷ୍ଟିଚ୍ୟୁଟ୍ ପରିଦର୍ଶନରେ ଯିବେ ପ୍ରଧାନମନ୍ତ୍ରୀ ମୋଦି। ଏଥିପାଇଁ ଅହମ୍ମଦାବାଦ, ପୁନେ ଓ ହାଇଦ୍ରାବାଦ ଯିବେ ପ୍ରଧାନମନ୍ତ୍ରୀ। ଜିଡସ୍ କାଡିଲା କମ୍ପାନୀ ଏହାର ଅହମ୍ମଦାବାଦ ସ୍ଥିତ ପ୍ଲାଣ୍ଟରେ ଜାଇକୋଭ୍- ଡି ଟିକା ପ୍ରସ୍ତୁତ କରୁଛି। ଅଗଷ୍ଟ ମାସରୁ ଏହାର ଦ୍ବିତୀୟ ପର୍ଯ୍ୟାୟ ହ୍ୟୁମାନ ଟ୍ରାଏଲ ଆରମ୍ଭ ହୋଇଛି। ଅହମ୍ମଦାବାଦରୁ ପୁନେ ଯିବେ ପ୍ରଧାନମନ୍ତ୍ରୀ। ସେଠାରେ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆରେ ଅକ୍ସଫୋର୍ଡ ଟିକା କୋଭିସିଲ୍ଡର ପ୍ରସ୍ତୁତି ସଂପର୍କରେ ସମୀକ୍ଷା କରିବେ। ଏହାପରେ ହାଇଦ୍ରାବାଦ ସ୍ଥିତ ଭାରତ ବାୟୋଟେକ୍ ଯାଇ ସେଠାରେ ପ୍ରସ୍ତୁତ କରାଯାଉଥିବା କୋଭାକ୍ସିନ୍ ଟିକା ସଂପର୍କରେ ସମୀକ୍ଷା କରିବେ।

Similar questions