Math, asked by nayakpriyanka12p, 5 months ago

ଦୁଇଟି ଗଛରେ ମୋଟ ୫୦ ଟି ପକ୍ଷୀ ବସିଥିଲେ। କିଛି ସମୟ ପରେ ପ୍ରଥମ ଗଛରୁ ୫ ଟି ପକ୍ଷୀ ଉଡି ଚାଲିଗଲେ ଓ ଦୂତିୟ ଗଛରୁ ଅନ୍ୟ ଏକ ଗଛରୁ ୧୫ ଟି ପକ୍ଷୀ ଉଡି ଆସି ବସିଲେ। ଏହାପରେ ଦ୍ୱିତୀୟ ଗଛର ପକ୍ଷୀ ସଂଖ୍ୟା, ପ୍ରଥମ ଗଛର ପକ୍ଷୀ ସଂଖ୍ୟାର ତିନି ଗୁଣ ହେଲା। ତେବେ ଆରମ୍ଭରେ ପ୍ରଥମ ଓ ଦ୍ୱିତୀୟ ଗଛରେ ଯଥାକ୍ରମେ କେତେ ପକ୍ଷୀ ବସିଥିଲେ?​

Answers

Answered by mousam8673
2

Answer:

ପ୍ରଥମ ଗଛ ରେ 20 ଟି ପକ୍ଷୀ ଓ ଦ୍ଵିତୀୟ ଗଛରେ 30 ଟି ପକ୍ଷୀ ବସିଥିଲେ

Similar questions