India Languages, asked by nayaksanjita1976, 2 months ago

କରୋନା ଭୁତାଣୁ ର ସଂକ୍ରମଣ ରୁ ବଞ୍ଚିବା ପାଇଁ କେତେକ ସୁରକ୍ଷା ପଦକ୍ଷେପ ଲେଖ
Only those who know the answer will reply others will be reported
Spammers stay away ​

Answers

Answered by satyapradhan008
2

Answer:( IN ODIA)

1. ବାହାରକୁ ଗଲେ ମାସ୍କ ଲଗାଇବା ଉଚିତ୍।

2. ଖାଇବା ପୂର୍ବରୁ ହାତକୁ sanitize କରିବା ଉଚିତ୍।

3. ସଂସ୍ପର୍ଶରେ ନ ଆସି ସାମାଜିକ ଦୂରତା ରକ୍ଷା କରିବା ।

4. ଗରମ ପାଣି ପିଇବା

5. ରୋଗ ପ୍ରତିରୋଧକ ଶକ୍ତି ବଢାଉଥିବା ଖାଦ୍ୟ ଖାଇବା ।

6. ଅତି ଆବଶ୍ୟକ ସ୍ଥଳେ ଘରୁ ବାହାରିବା।

Explanation:( IN ENGLISH )

1. We should wear mask when going outside of home.

2. We should sanitize our hands with handwash or sanitizer when taking food.

3. Maintain social distance in public.

4. Drink warm water.

5. We should consume the food which increase our immunity power.

6. Not to go outside of house when not necessary.

Similar questions